ଦେବଦୂତ ସାଜିଲେ ରାଜେଶ

ନୂଆଦିଲ୍ଲୀ- ୧୧ ଜଣଙ୍କୁ ନୂଆ ଜୀବନ ଦେଇଥିବା ଦିଲ୍ଲୀ ଅଗ୍ନଶମ ବିଭାଗରେ କାର୍ଯ୍ୟରତ ରାଜେଶ ଶୁକ୍ଲା ଙ୍କୁ ବର୍ତ୍ତମାନ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ନିଆଁ ର କରାଳ ରୂପକୁ ଖାତିର ନକରି ଏହା ମଧ୍ୟ କୁ ପ୍ରବେଶ କରିଥିଲେ ତାଙ୍କ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ସେ ଉଦ୍ଧାର କାର୍ଯ୍ୟ ଯାରି ରଖିଥିଲେ । ଏଭଳି କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରଶଂସା କରିବା ସହ ଡାକ୍ତରଖାନାରେ ଭେଟିଛନ୍ତି । ଏହି ଉଦ୍ଧାର କାର୍ଯ୍ୟ ଚାଲୁଥିବା ସମୟରେ ଗୁରୁରତ ଆହତ ହୋଇଥିଲେ ରାଜେଶ  ପରେ ତାଙ୍କୁ ଏଲ୍‌ଏନ୍‌ଜେପି ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ସଚନାଥାଉକି ଉତ୍ତର ଦିଲ୍ଲାର ଅନାଜ ମଣ୍ଡିରେ ସକାଳେ ଲାଗିଥିବା ବଡ ଧରଣର ଅଗ୍ନିକାଣ୍ଡରେ ୪୩ ଜଣଙ୍କ ମୃତ୍ୟହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ