କିନ୍ନରମାନେ ତାଳି ମାରିବାର କାରଣ
ଆପଣ କିନ୍ନରମାନଙ୍କୁ ଅନେକ ସ୍ଥାନରେ ଦେଖିଥିବେ। କେବେ ରାସ୍ତାରେ ତ କେବେ ଟ୍ରେନରେ ଆଉ କେତେବେଳେ ବଜାରରେ । ହେଲେ କେବେ ଭାବିଛନ୍ତି କାହିଁକି ସେମାନେ ତାଳି ମାରନ୍ତି। ଏହା ତାଙ୍କ ଅଭ୍ୟାସ ନା ଧର୍ମ ? ତେବେ ଆସନ୍ତୁ ଜାଣିବା ।
କିନ୍ନରଙ୍କର ତାଳିର ଅର୍ଥ ‘ମୁଁ ଯାହା ଅଛି ତାହା ମୁଁ ଅଛି। ତେବେ ଏକ ରିପୋର୍ଟ ଅନୁଯାୟୀ, ଲୋକଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ତାଳି ମାରନ୍ତି କିନ୍ନର। ଅନେକ କାରଣରୁ ବାଧ୍ୟ ହୋଇ ଏବଂ ନିଜକୁ ଅଭିବ୍ୟକ୍ତ କରିବା ପାଇଁ କିନ୍ନରମାନେ ଏହି ଭାଷାକୁ ବିକଶିତ କରିଛନ୍ତି।


