ବିଶ୍ୱ ରକ୍ତଦାତା ଦିବସରେ ଦିବ୍ୟ ରଞ୍ଜନ ସମ୍ମାନୀତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ):ଆଜି ସ୍ଵେଚ୍ଛାକୃତ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଭଞ୍ଜନଗର ରକ୍ତଭଣ୍ଡାର ଠାରେ ଆୟୋଜିତ କାର୍ୟ୍ୟକ୍ରମରେ ୩୦ ଥର ରକ୍ତଦାନ କରିଥିବାରୁ ଦିବ୍ୟ ରଞ୍ଜନ ଦାଶ( ଦୁଇ ନମ୍ବର୍ କାଉନସିଲର୍ )ଙ୍କୁ ଭଞ୍ଜନଗର ମେଡ଼ିକାଲ ର ଶିଶୁରୋଗ ବିଷେସଂଜ୍ଞ ଡା ଗୋବିନ୍ଦ ବିଶ୍ୱାସ, ଦିବ୍ୟଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ଉପହାର ଦେଇ ସମ୍ମାନୀତ କରାଯାଇଥିଲା ।ଏହି ଅବସରରେ ବେଲଗୁଣ୍ଠା ପ୍ରେସ କ୍ଲବ ତରଫରୁ ଦିବ୍ୟରଞ୍ଜନ ଙ୍କୁ ଅଭିନନ୍ଦନ ଜଣାଇବା ସହ ଦୀର୍ଘାୟୁ କାମନା କରୁଛୁ ।


