ଯୁବ ସମାଜସେବୀ ବସନ୍ତ ସାହୁଙ୍କୁ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି
ଗଞ୍ଜାମ, (ବିନୋଦ ପଲାଇ):ବିଶିଷ୍ଟ ଯୁବ ସମାଜସେବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମ ସଭାପତି, ମିଷ୍ଟାଭାସି, ପରୋପକାରୀ, ପ୍ରକୃତିପ୍ରେମି , ବିଜେପି ଯୁବନେତା, ଶ୍ରୀରାମ କ୍ରିୟାନୁଷ୍ଠାନ କମିଟିର ଆବାହକ, ବସନ୍ତ କୁମାର ସାହୁଙ୍କ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସକ୍ଷମର ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଜି.ସନ୍ତୋଷ ରେଡ୍ଡୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳିରେ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ଗ୍ରାସୀମ ଇଣ୍ଡଷ୍ଟ୍ରିଜ ୟୁନିଟ ମୁଖ୍ୟ ଅଜୟ ଗୁପ୍ତା, ସିଏସଆର ମୁଖ୍ୟ ପ୍ରବୀଣ କୁମାର ଦାସ, ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପ୍ରତିନିଧି ଇଂ ଵିନୋଦ କୁମାର ପାଢ଼ୀ, ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ପୁର୍ବତନ ଗଞ୍ଜମ ବ୍ଳକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଗ୍ରାସୀମ ଇଣ୍ଡୋଷ୍ଟିଜର ଆଇଆର ମୁଖ୍ୟ ପୁରୁଷୋତ୍ତମ ଶର୍ମା , ଶ୍ରମିକନେତା ଶଙ୍କର ଦାସ, ଆଇନଜୀବୀ କୈଳାସ ଚନ୍ଦ୍ର ପଲାଇ , ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ,ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, କାଉନସିଲର ଅରୁଣ କୁମାର ପଣ୍ଡା, ସ୍ୱାଗତ ନାୟକ, ପି.ଚନ୍ଦ୍ରଶେଖର ରେଡ୍ଡୀ, ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ବିଜେଡି ନେତା ବନମାଳି ସେଠି , ବିଜେଡି ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ସିଲୁ ଦାସ, ନଗର ବିଜେପି ସଭାପତି କାନ୍ତରୀ ଦଳେଇ, ବଡ଼ ବଜ଼ାର ବ୍ୟବସାୟ ସଙ୍ଘ ସଭାପତି ଗୋୖରୀଶଙ୍କର ବାରିକ, ପଣ୍ଡା,ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ,ପୁର୍ବତନ ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, ଇକୋ ୱାରିୟର ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ,କରୁଣା ରେଡ୍ଡୀ, ଅଖିଳ ତରାଇ, , ପୂର୍ବତନ କାଉନସିଲର ଡି.କେ.ରାଓ, ମିଡ଼ିଆ ହାଉସର ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀ,ସାମ୍ବାଦିକ ବଟକୃଷ୍ଣ ରାଉଳ, କୃଷ୍ଣଚନ୍ଦ୍ର ଦାସ, ସାନ ବଜ଼ାର ବ୍ୟବସାୟୀ ସଂଘସଭାପତି ପ୍ରଭାତ ସାହୁ, ଯୁବ ନେତା ସୁଦାମ ଜେନା , ସକ୍ଷମ ର ପୁରୁଷୋତ୍ତମ ପଣ୍ଡା, ଜ୍ଞାନ ସାହୁ , ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଗଗନ ସ୍ବାଇଁ, ବିଜେପି ନେତା ପ୍ରଶାନ୍ତ କର, ପୁର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ,ଗୋସୁରକ୍ଷା ସମିତିର ପପୁ ମହାନ୍ତି, ଇଂ ଗଜେନ୍ଦ୍ର କୁମାର ତରାଇ,ସ୍ୱେଚ୍ଛାସେବୀ ସମରେସ ପ୍ରଧାନ , ଆଇନଜୀବୀ ଦିଲିପ କୁମାର ପଟ୍ଟନାୟକ, ପୁର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ଗ୍ରାସୀମ କମ୍ପାନୀର ଶ୍ରମିକ ନେତା ଜୟ ବାରିକ,ସ୍ୱେଚ୍ଛାସେବୀ ପୂର୍ଣ୍ଣଚନ୍ଦ ପଣ୍ଡା,ପ୍ରମୁଖ ଯୋଗଦେଇଥିଲେ । ଏଥିରେ ବାପା କାମରାଜୁ ସାହୁ, ସ୍ତ୍ରୀ ଭାବାନି ବେହେରା, ପୁଅ ଦିକ୍ କାନ୍ତ ସାହୁ, ଓ ଭାଇ ସନ୍ତୋଷ ସାହୁଙ୍କ ସମେତ ସ୍ୱେଚ୍ଛାସେବୀ, ସାମ୍ବାଦିକ, ଶିକ୍ଷାବିତ, ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।


