ଭିଜିଲାନ୍ସ ଚଢ଼ଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ୨୦୦୮ମସିହାର ଏକ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାରଣା କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଉକ୍ତ ମାମଲାର ଅଭିଯୁକ୍ତ ତଥା ତତ୍କାଳୀନ ଯୋଗାଣ ନିରୀକ୍ଷକ ସିଏଚ. ଶ୍ୟାମସୁନ୍ଦର ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରି ରିଛନ୍ତି ସ୍ବତ ଭିଜିଲାନ୍ସ ଜଜ୍ ଡ ଅରୁଣ କୁମାର ସାହୁ। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ଜରିମାନା ଅନାଦେୟ ଦେୟ ଅତିରିକ୍ତ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି କୁହାଯାଇଛି।ସୂଚନାଯୋଗ୍ୟ ଯେ, ସିଏ ସିଏଚ ଶ୍ୟାମସୁନ୍ଦର ପାତ୍ର ୧୯୭୯ ମସିହା ନଭେମ୍ବର ୨୬ ତାରିଖରେ ଯୋଗାଣ ଗାଣ ବିଭାଗରେ ମାର୍କେଟିଂ ଇନ୍ସପେକ୍ଟର କ୍ଟର ଭାବେ ଭାବେ କାମ ଆରମ୍ଭ କରିଥିଲେ। ୨୦୦୮ ମସିହା ଡିସେମ୍ବର ୧୦ ତାରିଖରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 900г ତତ୍କାଳୀନ ଯୋଗାଣ ନିରୀକ୍ଷକ ଶ୍ୟାମସୁନ୍ଦରପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ସେହି ସମୟରେ ସମୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧୬ଲକ୍ଷ ୮୨ହଜାର ୧୨୦ଟଙ୍କା A ଆକଳନ ଆକ କରାଯାଇଥିଲା। ଯାହାଫଳରେ ତାଙ୍କ ବିରୋଧରେ ୩୭/୦୮ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ଅନିଲ କୁମାର ପ୍ରଧାନ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ମୋଟ ୨୭ଜଣ ସାକ୍ଷୀଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା । ମଙ୍ଗଳବାର ରାୟ ପ୍ରକାଶ ବେଳେ ଅଭିଯୁକ୍ତ ଶ୍ୟାମସୁନ୍ଦର ପାତ୍ର କୋର୍ଟରେ ହାଜର ହୋଇଥିଲେ। ସମସ୍ତ ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ମିଳିଥିବାରୁ କୋର୍ଟ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରମାଣ ପଣ୍ଡା ମକଦ୍ଦମା ପିପି ସୁରେନ୍ଦ୍ର କୁମାର ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ