ନାଗରିକତା ସଂଶୋଧନ ବିଲକୁ ନେଇ ମୁହଁ ଖୋଲିଲେ ନବୀନ
ଭୂବନେଶ୍ୱର-ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବପରେ ମୁହଁଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକଙ୍କ ଉପରେ କୈାଣସି ପ୍ରଭାବ ପକାଇବନି ତାସହ ଆମେ ଏନଆରସିକୁ ସମର୍ଥନ କରୁନାହୁଁ । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ନିଜର ମତ ସ୍ପଷ୍ଟ କରିସାରିଛି ।


