ଭିଭୋର ଖ୍ରୀଷ୍ଟମାସ, ସ୍ମାର୍ଟଫୋରେ ଅଫର
ଗ୍ରାହକମାନେ ଭିଭୋ ଇଣ୍ଡିଆ ଇ-ଷ୍ଟୋର ରେ ଆକର୍ଷଣୀୟ ରିହାତି ସହିତ ନୋ-କଷ୍ଟ ଇଏମଆଇ ଏବଂ କ୍ୟାଶବ୍ୟାକ ଅଫର ପାଇପାରିବେ । ଆଗକୁ ନୂଆ ବର୍ଷ ଓ ଖ୍ରୀଷ୍ଟମାସ ଆସୁଥିବାରୁ ଗ୍ରାହକମାନେ ସେମାନଙ୍କର ପ୍ରିୟଜନ ମାନଙ୍କୁ ଭିଭୋ ସ୍ମାର୍ଟଫୋନ ଉପହାର ଦେଇପାରିବେ । ସ୍ୱତନ୍ତ୍ର ଅଫର ମାନଙ୍କ ମଧ୍ୟରେ ଭିଭୋ ଜେଡ୧-ପ୍ରୋ ଏବଂ ଜେଡ୧-ଏକ୍ସ ଉପରେ ୧୦୦୦ଟଙ୍କା ଛାଡ ଏବଂ ଭିଭୋ ୟୁ-୧୦ ଉପରେ ୧୦୦୦ଟଙ୍କା ପର୍ଯ୍ୟନ୍ତ ଘୋଷଣା କରାଯାଇଛି । ଭିଭୋ ଖ୍ରୀଷ୍ଟମାସ କାର୍ଣ୍ଣିଭାଲ ଉପଲକ୍ଷେ ଡିସେମ୍ବର ୧୮ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଫର ଗୁଡିକ ହେଲା ଭିଭୋ ଭି-୧୭, ଭି-୧୭ପ୍ରୋ, ଭି-୧୫ପ୍ରୋ, ଏସ-୧ ଏବଂ ୱାଇ-୧୯ ମଡେଲରେ ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଇଏମଆଇ ଉପରେ ୫% କ୍ୟାଶବ୍ୟାକ ସବୁ ଭିଭୋ ସ୍ମାର୍ଟଫୋନରେ ୧୨ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମଆଇ ଭିଭୋ ଜେଡ୍୧-ପ୍ରୋ, ଜେଡ୧-ଏକ୍ସ ଏବଂ ୟୁ-୨୦ ଉପରେ ମାଗଣା ସେଲଫି ଷ୍ଟିକ


