ସ୍ୱାଧିନତା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଟିକେପି ନୁଆସାହି ବନାମ ସାରଙ୍ଗଡ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ମିନିଷ୍ଟାଡିୟମ ଠାରେ ସ୍ୱାଧିନତା ଦିବସ ଉପଲକ୍ଷେ ଫୁଟବଲ ପ୍ରତିଯୋଗିତା ଉପଖଣ୍ଡ କ୍ରୀଡା ସଂଘ ଆୟୋଜନରେ ହୋଇଯାଇଛି । ଏଥିରେ ସେମିଫାଇନାଲ ଦୁଇଟି ମ୍ୟାଚ ହୋଇଯାଇଛି ଓ ଫାଇନାକୁ ଟିକେପି ନୁଆସାହି ବନାମ ସାରଙ୍ଗଡ ମଧ୍ୟରେ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ । ସେମିଫାଇନାଲରେ ଅତିଥିଭାବେ ଆଇନଜୀବି ତଥା ଉପଖଣ୍ଡ କ୍ରୀଡା ସଂଘର ପୁର୍ବତନ ଉପସଭାପତି ସେକ ସାଦିକ.ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାଢୀ,ପୁର୍ବତନ ଏନଏସି ଅଦକ୍ଷ ଲୋକନାଥ ପାଢୀ,ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସମ୍ପାଦକ ଶିବରାମ ପ୍ରଧାନୀ ଅତିରକ୍ତ ତହସଲଦାର ସୁଦମା ସ୍ୱାଇଁ,ସାମ୍ବାଦିକ ଅସିତ ବେହେରା ପ୍ରମୁଖ ମଂଚାସିନ ଥିଲେ,ଉପଖଣ୍ଡକ୍ରୀଡା ସଂଘର ଉପସଭାପତି ପ୍ରଶାନ୍ତ କୁମାର ସାହୁ,ଉପଦେଷ୍ଟା ସୁରେନ୍ଦ୍ର ପାତ୍ର,ଗଙ୍ଗାଧର ପଣ୍ଡା,କୋଷାଦକ୍ଷ ଶିବାନନ୍ଦ ପଟ୍ଟନାୟକ, ।ନ୍ୟମାନେ ଏଥିରେ ନିୟୋଜିତ ଅଛନ୍ତି ।