ନିର୍ବାଚନ ପୂର୍ବରୁ ୱାଟସଆପ ଆପଣାଇଲା କଡା ନିୟମ

ୱାଟସଆପ ବନ୍ଦ ହୋଇଯିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ନିର୍ବାଚନ ପୂର୍ବରୁ ତାହାର ଅନ୍ତ ଘଟାଇଛି ୱାଟସଆପ କମ୍ପାନି । ନିର୍ବାଚନରେ ମଧ୍ୟ ଗୁଜବ ପ୍ରଚାର ରୋକିବା ପାଇଁ ଗଠନ କରିଛି କଡାକଡି ନିୟମ । ବିନା ଅନୁମତିରେ ଗ୍ରୁପରେ ଆଡ କରିପାରିବେ ନାହିିଁ । ଯଦି କେହି ଅଚିହ୍ନା ବ୍ୟକ୍ତିି ୱାଟସଆପରେ ଫେକ ମେସେଜ ପଠାଉଛି ତାହାକୁ ଚେକ ପଏଣ୍ଟ ଟାଇପ ଲାଇନରେ ପଠାଇ ଏହାକୁ ଭେରିଫାଏ କରିପାରିବେ । ମିଥ୍ୟା ଖବର ହୋଇଥିଲେ ଡିସପ୍ୟୁଟେଡର ଲେବଲ ଦିଆଯାଏ ।ସତ ଖବରକୁ ଟ୍ରୁରେ ଲେବଲ ଲାଗିବ । ଏହା ସହ ଯେ କୈାଣସି ବ୍ୟକ୍ତି ଗୋଟିଏ ମେସେଜକୁ ପାଞ୍ଚ ଜଣ ଠାରୁ ଅଧିକ ଜଣକୁ ପଠାଇପାରିବେ ନାହିଁ । ୱାଟସଆପରେ ଆସୁଥିବା ମେସେଜ ଉପରେ ସନ୍ଦେହ ହେଲେ ୯୬୪୩୦୦୦୮୮୮ ନଂ ରେ ଯୋଗାଯୋଗ କରିପାରିବେ । ଏହା ସହ ଏହି ଭାଷା କେବଳ ବର୍ତ୍ତମାନ ସୁଦ୍ଧା ହିନ୍ଦି ,ଇଂରାଜୀ ,ତେଲୁଗୁ , ବଙ୍ଗାଳୀ ,ମାଲାୟାଲାମ । ଏହା ସହ ଟେକ୍ସମେସେଜ ଭିଡିଓ କଲ ମାଧ୍ୟମରେ ଭେରିଫିକେସନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ