ନୀଚୀତା ପାହାଡ଼ ରୁ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ

ଢେଙ୍କାନାଳ, (ତାପସଦାସ):ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର ଓ ଗଁନ୍ଦିଆ ତହସିଲର ପିଙ୍ଗୁଆ, ଛାଟଖମ୍ଭ,ଛାଟିଆ ଆଦି ଅଞ୍ଚଳରୁ ଦୈନିକ ବେଆଇନ ଭାବେ ଟ୍ରକଗୁଡିକ ଯାଉଛନ୍ତି।ଭୁବନ: ଭୁବନ ଥାନାରେ ଚୋରାଚାଲାଣ କରୁଥିବା ୨୦ ପଥର ଗାଡ଼ି ଜବତ। ରାଇଗୋଡା ଗ୍ରାମ ନିକଟ କଳା ମୁଗୁନି ଖଣିରୁ ଦୈନିକ ଶହ ଟ୍ରକ ପଥର ଚାଲାଣ ହେଉଥିବା ଜଣାଯାଇଛି।ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର ଓ ଗଁନ୍ଦିଆ ତହସିଲର ପିଙ୍ଗୁଆ, ଛାଟଖମ୍ଭ,ଛାଟିଆ ଆଦି ଅଞ୍ଚଳରୁ ଦୈନିକ ବେଆଇନ ଭାବେ ଟ୍ରକଗୁଡିକ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଚିଛପି ଯାଉଛନ୍ତି। ଆଉ ଏପଟେ ସବୁ ଦେଖି ମାସକିଆ ନେଇ ନିଦାବିଷ୍ଣୁ ସାଜିଛନ୍ତି ତହସିଲଦାର, ଫରେଷ୍ଟର ,ଥାନା ବାବୁ ଓ ଜିଲ୍ଲାପାଳ। ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଦାବୀ ହେଉଛି।ଘଟଣାରୁ ପ୍ରକାଶ ଯେ ରାଇଗୋଡା ପାହାଡ଼ଟି ସମ୍ପୁର୍ଣ୍ଣ ଜଗଂଲ କିସମ ଅଟେ। ନିଲାମ ଵନ୍ଦ ହୋଇଛି। ବିଜେଡି ଶାସନ ସମୟରେ ପଥର ମାଫିଆ ମାନେ ଚୋରାରେ ଵ୍ଲାଷ୍ଟିଙ୍ଗ କରି କଳା ମୁଗୁନି ଚାଲାଣ କରୁଥିଲେ। ରାଜ୍ୟ ସରକାର ୧୪୪ ଧାରା ଲାଗୁକରି ପଥର ଚୋରା ଚାଲଣକୁ ବନ୍ଦ କରି ଜଗଂଲ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସରକାର ପରିବର୍ତ୍ତନ ହେଵାର କିଛିଦିନ ପରେ ପୁଣି ପଥର ମାଫିଆ ସକ୍ରିୟ ହେଲେ। ମାଫିଆ ପ୍ରତ୍ୟେକ ଦିନ ଟନଟନ କଳାପଥର ଚୋରି କରିବାରେ ବ୍ୟସ୍ତ। ଗଣମାଧ୍ୟମର ଘନ ଘନ ପ୍ରହାର ପରେ ନିହଲ ପ୍ରସାଦ ପୁଲିସ ହାଇୱା ଗାଡ଼ି ନଂ ଓଡି-୦୫ବିଜି୫୫୧୪କୁ ଜବତ କରିଥିଲା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଗୋଡିମାଗୁରା ଗ୍ରାମର ସ୍ବର୍ଗତ ପ୍ରାଣକୃଷ୍ଣ ଭଦ୍ରାଙ୍କ ପୁଅ ବସନ୍ତ (୩୭) କୁ ଗିରଫ କରିଛି। ହୋଇଛ। ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲର ଅଁଳାଝରୀ,ଶାମଳ,ଅନଳ,ଧଳାପଡା, କେଶରପୁର ଓ ଗଁନ୍ଦିଆ ତହସିଲର ପିଙ୍ଗୁଆ, ଛାଟଖମ୍ଭ,ଛାଟିଆ ଆଦି ଅଞ୍ଚଳରୁ ଦୈନିକ ବେଆଇନ ଭାବେ ଟ୍ରକଗୁଡିକ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଚିଛପି ଯାଉଛନ୍ତି। ଆଉ ଏପଟେ ସବୁ ଦେଖି ମାସକିଆ ନେଇ ନିଦାବିଷ୍ଣୁ ସାଜିଛନ୍ତି ତହସିଲଦାର, ଫରେଷ୍ଟର ,ଥାନା ବାବୁ ଓ ଜିଲ୍ଲାପାଳ। ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଦାବୀ ହେଉଛି।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ