୨୨ ରେ ଆସୁଛନ୍ତି ଅମିତ୍ ଶାହା ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ଙ୍କ ପ୍ରସ୍ତୁତି ବୈଠକ
ସମ୍ବଲପୁର, (ଲିପନ ନାଏକ):୩୦ ହଜାର କୋଟି ଟଙ୍କାର ପ୍ରକଲ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ
– ୨୧ ରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା
– ୨୨ ସକାଳେ ମାଁ ସମଲେଶ୍ୱରୀ ଙ୍କ ଦର୍ଶନ କରିବେ
– ପୂର୍ବାହ୍ନ ରେ ସ୍ଥାନୀୟ ବୀର ବିର୍ସା ମୁଣ୍ଡା ପଡିଆ / ପି.ଏଚ.ଡି ପଡିଆ ରେ ସାଧାରଣ ସଭାରେ ଯୋଗ ଦେଇ
– ବୁର୍ଲା ମଲ୍ଟି ସ୍ପେସିଆଲିଟି ଡାକ୍ତରଖାନା ର ଲୋକାର୍ପଣ କରିବେ
– କଚେରୀ ରୋଡ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
– ରାଜ୍ୟ ସଭାପତି ଙ୍କ ସହିତ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ରଞ୍ଜନ ମହାନ୍ତି ମଧ୍ଯ ଉପସ୍ଥିତ
– ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାୟକ ଙ୍କ ସଭାପତିତ୍ବ ରେ ବୈଠକ
– ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସ୍ବାଗତ କରିଥିଲେ ଓ ସମ୍ବଲପୁର ଜିଲ୍ଲା ରେ ବିଜେପି ର ସ୍ଥିତି ସଂପର୍କ ରେ ଅବଗତ କରେଇଥିଲେ
– ଅମିତ୍ ଶାହା ଙ୍କ କାର୍ଯ୍ୟକ୍ରମ ସମ୍ପର୍କ ରେ କାର୍ଯ୍ୟକର୍ତ୍ତା ଙ୍କୁ ସୂଚନା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ
– ସରକାର୍ ଗଠନ ପରେ ପ୍ରଥମ ଥର ଅମିତ୍ ଶାହା ଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳବାସୀ ଙ୍କୁ ଉତ୍ସାହିତ କରିବ
– କାର୍ଯ୍ୟକ୍ରମ କୁ ଭବ୍ୟ, ବିଶାଳ ଓ ସଫଳ କରିବା ପାଇଁ ଆହ୍ବାନ ଦେଲେ ରାଜ୍ୟ ସଭାପତି
– ସମ୍ବଲପୁର ମହାନଗର ନିଗମ ନିର୍ବାଚନ କୌଣସି ସମୟରେ ବି ଘୋଷଣା ହୋଇ ପାରେ
– କାର୍ଯ୍ୟକର୍ତ୍ତା ସବୁବେଳ ପରି ନିଷ୍ଠା ର ସହକାରେ ନିଜର ଜନସେବା ଓ ଦଳୀୟ କାର୍ଯ୍ୟ ସମ୍ପାଦନ କରନ୍ତୁ
– କଂଗ୍ରେସ ର ଗଡ ଥିବା ସମ୍ବଲପୁର ବିଧାନସଭା କୁ ବହୁ କାର୍ଯ୍ୟକର୍ତ୍ତା ଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଦୀର୍ଘ ବର୍ଷ ଧରି ବିଜେପି ନିଜର ଅକ୍ତିଆର ରେ ରଖିଛି ବୋଲି କହିଲେ ଜୟ ନାରାୟଣ
– ଆଗମୀ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ରେ ମଧ୍ୟ ବିଜେପି ବିପୁଳ ଜନସମର୍ଥନ ରେ ସମସ୍ତ ଆସନ ରେ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ଜୟ ନାରାୟଣ
– ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ୍ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ବିପିନ ଭାଟିଆ, ପୂର୍ବତନ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହିତ ପ୍ରମୁଖ ମଞ୍ଚାସିନ ଥିଲେ
– ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ସବିତା ନନ୍ଦ, ସୀତାକାନ୍ତି ମେଶୁଆ, ସରୋଜିନୀ ବନଛୋର୍, ମଣ୍ଡଳ ସଭାପତି ରୀକି ବେହେରା, ଆକାଶ ଆଚାର୍ଯ୍ୟ, ଅବିନାଶ ନନ୍ଦ ଙ୍କ ସମେତ ଶତାଧିକ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ