ସରକାରୀ କାର୍ଯ୍ୟାଳୟ ଅଚଳ : ସମୁହ ଛୁଟିରେ ରାଜସ୍ବ ଅମଲା
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଗଲେ ରାଜସ୍ବ ଅମଲା ମାନେ । ଏହି ପରିପେଖିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ, ଆସିଦିଏ ସ୍ , ଆଇ ଟି ଡିଏ ପ୍ରଭୁତି କାର୍ଯ୍ୟାଳୟର ରାଜସ୍ବ ଅମଲମନେ ସମୁହଭାବେ ନିଜ ନିଜ କାର୍ଯ୍ୟାଳୟର ଅଧିକାରୀଙ୍କୁ ନିଜର ଛୁଟି ଅନିରଡିଷ୍ଟ କଳା ପର୍ଯ୍ୟନ୍ତ ଆବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ବ ଅମଲା ମାନେ ,କେନ୍ଦୁଝର ଜିଲଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ, ଆନନ୍ଦପୁର ଉଅଜିଲ୍ଳାପାଳ ଓ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯୟାଳୟ ପରିସରରେ ରାଜସ୍ବ ଅମଲା ମାନେ ଏକତ୍ରିତ ହୋଇ ସେମାନଙ୍କର ମୁଖ୍ୟ ଦାବି ଲେଭେଲ 9 ଓ ପଦବୀ ପୁନର୍ଗଠନ ନିମନ୍ତେ ଦାବି ଜଣାଇଛନ୍ତି।