କଂଗ୍ରେସରେ ବିଶ୍ଵଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗ‌: କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଧାୟିକା ସୋଫିଆ

କଟକ,(ଓ୍ବାଇଏନଏସ): କଂଗ୍ରେସରେ ବିଶ୍ଵଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗ‌ରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଟକ ବିଧାୟିକା ସୋଫିଆ ପିରଦୋଶ। ବିଶ୍ଵଜିତ କଂଗ୍ରେସରେ ମିଶିବା ଘଟଣାରେ ତାଙ୍କୁ ଅବଗତ କରାଯାଇନଥିବା ନେଇ ସେ ପରୋକ୍ଷରେ କହିଛନ୍ତି। କଟକରେ ଜଣେ ନେତା କଂଗ୍ରେସରେ ଯୋଗଦେଲେ ଅଥଚ ମୁଁ ଜାଣିନଥିଲି। ଏହି ଘଟଣା ସମ୍ପର୍କରେ ମୁଁ ମିଡିଆରୁ ଜାଣିବାକୁ ପାଇଲି।ଏହା ମୋତେ ଅବଗତ କରାଇବାରେ ଥିଲା। ସମସ୍ତ ଏକାଠି ନେଇ କାମ କଲେ କଂଗ୍ରେସ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ