ଦେଶ ବିଦେଶ ସିଆର୍ପିଏଫ୍ ଯବାନମାନଙ୍କ ପାଇଁ ଖୁସି ଖବର ! 29/12/201929/12/2019 YWPSENU4 0 Comments ସିଆର୍ପିଏଫ୍ ଯବାନମାନଙ୍କ ପାଇଁ ଖୁସି ଖବର ! ନୂଆଦିଲ୍ଲୀ- ସିଆର୍ପିଏଫ୍ ଯବାନମାନେ ବର୍ଷକୁ ଶହେ ଦିନ ଛୁଟି ଦେବାପାଇଁ ଚନ୍ତା କରୁଛନ୍ତି କେନ୍ଦ୍ର ସରକାର ଏନେଇ ଏକ କମିଟି ଗଠନ କରାଯାଇ ଥିବା ସୂଚନାଦେଇଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ତାସହିତ ସେମାନଙ୍କ ପରିବାରକୁ ମଧ୍ୟ ସ୍ବାସ୍ଥ୍ୟ ସେବା ମିଳିପାରିବ ବୋଲି ଅମିତ ଶାହ କହିଛନ୍ତି । Spread the love