ଅର୍ବାନବ୍ୟାଙ୍କ ପୁରୁଣାବସଷ୍ଟାଣ୍ଡ ଶାଖା ସ୍ଥାନାନ୍ତରିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖାଟି ଏବେ ବଳଗଣ୍ଡିର ମହାଭୋଇ ପୋଖରୀ ସମ୍ମୁଖ କୋଠାକୁ ସ୍ଥାନାନ୍ତର ହୋଇଯାଇଛି। ତେଣୁ ସମସ୍ତ ଗ୍ରାହକ, ଋଣଧାରୀ, ଶୁଭେଛୁ ମାନେ ଏହି ନୂତନସ୍ଥାନକୁ ସେମାନଙ୍କ ପୁରୁଣା ବସଷ୍ଟାଣ୍ଡ ଶାଖାରେ ଥିବା କାର୍ଯ୍ୟ ନିମନ୍ତେ ଆସିବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଅର୍ବାନକୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ