କୋରାପୁଟ ଜିଲ୍ଲା କୁନ୍ଦୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ
ବିଜେଡି ର ପ୍ରଚାର ପାଇଁ କୋରାପୁଟ ଜିଲ୍ଲା କୁନ୍ଦୁରା ଠାରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। କୁନ୍ଦୁରା ର ଶାସ୍ତ୍ରୀ ପଡିଆ ଠାରେ ହେଳିକେପ୍ଟର ଯୋଗେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ।ଠିକ 3ଘଣ୍ଠ ରେ ଅବତରଣ କରି ଛନ୍ତି।ତାଙ୍କୁ କଡସୁରକ୍ଷା ମଧ୍ୟରେ ସଭାମାଞ୍ଚ ନିକଟରେ ପହଁଚିଲେ ନବୀନ ପଟନାୟକ।ତାଙ୍କୁ ଏଠାରେ ଜୋରଜାର ସ୍ୱାଗତ କରାଯାଇଛି।ଏହିଜନସମାବେଶ ରେ ବିଜେଡି ର ବିଧାୟକ ପ୍ରାର୍ଥୀ ପଦ୍ମିନୀ ଦିଆନ ଏବଂ ସାଂସଦ ପ୍ରାର୍ଥୀ ରମେଶ ମାଝୀ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜେଡି କୁ ପୁଣି କ୍ଷମତା କୁ ଆଣିବା ପାଇଁ ପ୍ରଚାର କଲେ ନବୀନ। ଜେ ଜଗରନାଥ କହି ନିଜର ଅଭିଭାଷଣ ରଖିଥିଲେ ।ଅନ୍ୟପଟେ ବିଜେଡି ଆଜିପର୍ଯ୍ୟନ୍ତ ଚାଷୀ ମାନଙ୍କୁ ପଟା ବଣ୍ଟନ ଏବଂ କାଳିଆ ମାଧ୍ୟମ ରେ କାର୍ଯ୍ୟ କରୁଛି ବିଜେଡି।ଅନ୍ୟ ପଟେ ମହିଳା ମଙ୍କୁ ସସହକ୍ତି କରିବା ଏବଂ ଗରିବ ଲୋକଙ୍କ ପାଇଁ ସବୁବେଳେ ଏଥିପାଇଁ ବିଜେଡି ସଦାସର୍ଵଦା କାର୍ଯ୍ୟରତ ।ସେପଟେ ଓଡିଶା ରେ ଟିଟିଲି ହେଉ କି ହୁଡହୁଡ ଦେହୁ ସେଇ ସମୟରେ କେନ୍ଦ୍ରସରକାର ମାନେପଡୁନଥିଲା ଆଜି ନିର୍ବାଚନ ସମୟରେ ସେମାନଙ୍କର ମେନେପଡୁଛି ଏହାର ଜବାବ ଆପଣ ମନେ ଦେବାକୁ କହିଲେନବୀନ ।3.30ମିନିଟ ରେ କୁନ୍ଦୁରା ଠାରୁ ହେଲିକେପ୍ଟେର ଯୋଗେ ଜୟପୁର ବିମାନ ରେ ପହଞ୍ଚି ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ।ପରେ ମଞ୍ଚରେ ବିଶିଷ୍ଟ କଣ୍ଠଶିଳ୍ପୀ ହୁମେନ ସାଗର ନବୀନ ନବୀନ ଗୀତ ଗାଇ ଭଟର୍ସ କୁ ଆକୃଷ୍ଟ କରିଥିଲେ ସିନେ ଅଭିନେତା ସବ୍ୟସାଚୀ ଏବଂ ରିୟା ମଧ୍ୟ ଯୋଗଦେଇ ଗୀତ ମାଧ୍ୟମରେ ବିଜେଡି ର ପ୍ରଚାର କରିଥିଲେ


