ଏସ୍‌ପି ଙ୍କୁ ଭେଟି ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ କିନ୍ନର ସଂଘର ସଭାପତି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା କିନ୍ନର ମହାସଂଘର ସଭାପତି ସୁଶୀଲ ଗୁରୁବାର ଗଂଜାମ ଏସ୍ପିଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭନନ୍ଦନ ଜଣାଇଛନ୍ତି ।ଏହା ପରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟରାୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ