୨ ଟି ଲ୍ୟାଣ୍ଡମାଇନ ସହ ବିଷ୍ପୋରକ ସାମଗ୍ରୀ ଜବତ
ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝିଲିକି ନିକଟସ୍ଥ ଏକ ପୋଲ ତଳୁ ୨ ଟି ଲ୍ୟାଣ୍ଡମାଇନ ବିଷ୍ପୋରଣ ଉଦ୍ଧାର କରାଯାଉଛି । ୨ ଟି ଲ୍ୟାଣ୍ଡମାଇନକୁ ଅଡବା ପୋଲିସ ଉଦ୍ଧାର କରିଛି । ନିର୍ବାଚନରେ ହିଂସାକାଣ୍ଡ ଘଟାଇବା ପାଇଁ ଲ୍ୟାଣ୍ଡମାଉନ ଖଂଜାଯାଇଥିବା ସଂନ୍ଦେହ କରାଯାଉଛି । ନିର୍ବାଚନ ପୁର୍ବରୁ ଅଡବା ପୋଲିସକୁ ମିଳିଛି ବଡଧରଣର ସଫଳତା । ଏହା ସହ ୭ ଟି ବୋମା ନିଷ୍କ୍ରିୟକାରୀ ଦଳ ଲ୍ୟାଣ୍ଡମାଇନ ସହ ତାର ବ୍ୟାଟେଣା କିଛି ବିଷ୍ପୋରକ ସାମଗ୍ରୀ ଜବତ କରାଯାଇଥିବା ଗଜପତି ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।


