ଦଳ ବିରୋଧି କାର୍ଯ୍ୟ କରି ୨ ବିଜେଡିରୁ ନିଳମ୍ବିତ
ପୁରୀ କାକଟପୁର (ଯୁଗାବ୍ଦ ନ୍ୟୁଜ) : ବିଜେଡି ଦଳରୂୁ ୨ ଜଣଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କୃତ କରିଛନ୍ତି । ସୁଚନା ଅନୁଯାୟୀ ପୂର୍ବତ୍ତନ ବିଧାୟକ ରବି ମଲ୍ଲୀକ ବିଜେଡି ନେତା ଅରୁଣ ପଣ୍ଡା ବିଜେଡି ଦଳର ବିରୋଦ୍ଧରେ କାର୍ଯ୍ୟ କରିଥିବାରୁ ୁ ଦଳରୁ ବହିଷ୍କୃତ କରାଯାଇଛି । ଖୋଦ ସଭାପତି ନବୀନ ପଟ୍ଟନାୟକ ଦୁଇ ଜଣ ନେତାଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତିି ।


