ଥଣ୍ଡା ଜାରି ରହିବ- ପାଣିପାଗବିଭାଗ

ଭୁବନେଶ୍ୱର: ଆସନ୍ତା ଚାରିଦିନ ଯାଏ ଜାରିହହିବ ଘନ କୁହୁଡ଼ି । ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୭.୪ ଡିଗ୍ରୀ ସେଲସିୟସ୍ ସହ ସୋନପୁର ସବୁଠୁ ଥଣ୍ଡା ସହର । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତାପମାତ୍ରା ୮.୯ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ରେ ୯.୧, ଅନୁଗୁଳରେ ୯.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ଯାଏଁ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ