ସୁରତରେ ଓଡିଶ। ମହୋତ୍ସବ ଉଦଘ।ଟିତ

ବୁଗୁଡ।- ଗୁଜୁର।ଟର ସୁରତ ସହରରେ ବୁଧବ।ର ଦିନ ଅପର।ହ୍ନରେ ଓଡ଼ିଆ କଳ।, ସସ୍କୃତି ,ଐତିହ ଓ ପରମ୍ପର।ର ଝଲକ ସହ ପ୍ରବ।ସୀ ଓଡ଼ିଆ ଓ ଓଡ଼ିଶ।ର ର।ଜନେତ।ଙ୍କ ଗୋଟିଏ ସ୍ଥ।ନରେ ଏକତ୍ରିତ ଓଡ଼ିଆଙ୍କ ଐକ୍ୟର ଦୃଶ୍ୟକୁ ଦେଖିବ।କୁ ମିଳିଥିଲ।। ସୁରତର ଅମରୋଲି ଅଞ୍ଚଳ କୋସ।ଡ଼ ରୋଡ଼ର ରଜବ।ଡ଼ି ପ।ର୍ଟି ପ୍ଲଟ ପରିସରରେ ପ୍ରବ।ସୀ ଓଡ଼ିଆଙ୍କ ପ୍ରଚେଷ୍ଟ।ରେ ଅନୁଷ୍ଠିତ ହୋଇଥିଲ। ଦ୍ଵିତୀୟ ସ।ସ୍କୃତିକ କ।ର୍ଯ୍ୟକ୍ରମ ‘ ଓଡ଼ିଶ। ମହୋତ୍ସବ ୨୦୨୦‘। ଏହି ମହୋତ୍ସବକୁ ଓଡ଼ିଶ।ର ବ।ଚସ୍ପତି ଡ଼ଃ ସୂର୍ଯ୍ୟ ନ।ର।ୟଣ ପ।ତ୍ର ଉଦଘ।ଟନ କରିଥିଲେ। ମହୋତ୍ସବ କମିଟିର ସଭ।ପତି ବିଜୟ କୁମ।ର କହଁର ଅଧ୍ୟକ୍ଷତ। କରିଥିବ। ବେଳେ ମୁଖ୍ୟ ଅତିଥି ଭ।ବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏବଂ ସମ୍ମ।ନୀତ ଅତିଥି ଭ।ବେ ସ।ଂସଦ ପ୍ରମିଳ। ବିଷୋୟୀ, ପୋଲସର। ବିଧ।ୟକ ତଥ। ଯୋଜନ। ବୋର୍ଡ ଅଧ୍ୟକ୍ଷ ଶ୍ରୀକ।ନ୍ତ ସ।ହୁ, ସୋରଡ଼। ବିଧ।ୟକ ପୂର୍ଣ ଚନ୍ଦ୍ର ସ୍ଵ।ଇଁ, ଗୋପ।ଳପୁର ବିଧ।ୟକ ଡ଼ଃ ପ୍ରଦୀପ କୁମ।ର ପ।ଣିଗ୍ର।ହୀ, ବ୍ରହ୍ମପୁର ବିଧ।ୟକ ବିକ୍ରମ ପଣ୍ଡ।, ଛତ୍ରପୁର ବିଧ।ୟକ ସୁବ।ସ ଚନ୍ଦ୍ର ବେହେର।, କବିସୂର୍ଯ୍ୟ ନଗର ବିଧ।ୟିକ। ଲିତିକ। ପ୍ରଧ।ନ, ଖଲ୍ଲିକୋଟ ବିଧ।ୟିକ। ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜ।ମ ଜିଲ୍ଲ। ପରିଷଦ ଅଧ୍ୟକ୍ଷ। ସୋନମ ପୋଲ।ଇ, ସୁରତ ମହ।ନଗର ନିଗମ କମିଶନର ବ।ଞ୍ଛ।ନିଧି ପ।ଣି,ପ୍ରବ।ସୀ ଓଡ଼ିଆଙ୍କ ନେତୃତ୍ୱ ନେଇଥିବ। ଅଭିମନ୍ୟୁ ସ।ହୁ,ବଂଶୀଧର ଲେଙ୍କ।, ପ୍ରଦୀପ କୁମ।ର ସ।ହୁ ଓ ଡ।କ୍ତର ଉଦୟ ରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ