ସୁରତବରୁ ବୁଗୁଡ଼ା ମୋଟର ସାଇକେଲରେ ୯ପ୍ରବାସୀ ଶ୍ରମିକ

ବୁଗୁଡା (ଅନିଲ କୁମାର ମହାରଣା) : ସୁରାଟରୁ ୧୫ ତାରିଖ ଦିନ ବାଇକରେ ବାହାରି ୯ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମଙ୍ଗଳବାର ଦିନ ବୁଗୁଡ଼ାରେ ପହଁଞ୍ଚିଥିଲେ।

Read more

ବେଲଗୁଣ୍ଠାରେ ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : ଆସନ୍ତା ଶନିବାର ୨୩ ତାରିଖରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ଓ ବେଲଗୁଣ୍ଠା ପୋଲିସ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ

Read more

ସୂଚନା ଓ ଲେ।କ ସମ୍ପର୍କ ବିଭାଗର ବିଜ୍ଞାପନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ

ବ୍ରହ୍ମପୁର (ଓ୍ବାଇଏନ୍ଏସ୍) : କରେ।ନା ଲକ୍‌ଡାଉନ୍ ଯେ।ଗୁଁ ରାଜ୍ୟରେ ଖବରକାଗଜ ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେ।ଇଛି । ଇତିମଧ୍ୟରେ ବହୁ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ବାଧା

Read more

ନାଉଗାଁ ବ୍ଳକରେ ବାତ୍ୟା ଅମ୍ଫାନର ପ୍ରଭାବ

ନାଉଗାଁ (ଓ୍ବାଇଏନ୍ଏସ୍) : ବଙ୍ଗପୋସାଗରରେ ସୃଷ୍ଟି ହେଇଥିବା ବାତ୍ୟା ଅମ୍ଫାନର ପ୍ରଭାବ ନାଉଗାଁବ୍ଳକ ଉପରେ ଦେଖିବାକୁ ମିଳିଛି । ବାତ୍ୟାର ପ୍ରଭାବରେ ମଙ୍ଗଳବାର ମଧ୍ୟାହ୍ନ ସମୟରୁ ବର୍ଷା

Read more

ଅମ୍ଫନର ପ୍ରଭାବ: କଚ୍ଚା ଘର କ୍ଷତିଗ୍ରସ୍ତ, ଗଛ ଉପୁଡି ରାସ୍ତା ଅବରୋଧ

ବନ୍ତ (ଚାନ୍ଦିନୀ ମହାନ୍ତି) : ବାତ୍ୟା ‘ଅମ୍ଫନ’ର ପ୍ରଭାବ ସମଗ୍ର ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ

Read more

ପାରାଦ୍ୱୀପରେ ଅମ୍ଫାନର ତାଣ୍ଡବ ବନ୍ଦର ଓ ପୋଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ପାରାଦ୍ୱୀପ (ପୀତବାସ ପ୍ରଧାନ) : ପ୍ରଳୟଙ୍କାରୀ ମହାବାତ୍ୟା ଅମ୍ଫାନର ତାଣ୍ଡବ ବନ୍ଦର ସହର ପାରାଦ୍ୱୀପରେ ଦେଖିବାକୁ ମିଳିଥିଲା । ପବନର ପ୍ରବଳ ବେଗରେ ଗଛ ଗୁଡିକ ଉପୁଡି

Read more

ଆଗକୁ ସାବିତ୍ରୀ : ହିଂଜିଳିକାଟୁ ବଜାର ଚଳଚଂଚଳ – ଫଳ ଦର ଆକାଶ ଛୁଆଁ

ହିଂଜିଳିକାଟୁ (ଶେଷଦେବ ସାହୁ): ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ହିଂଜିଳିକାଟୁ ଅଂଚଳ ବର୍ତମାନ ସାବିତ୍ରୀ ବ୍ରତ

Read more

ଲୋକଙ୍କୁ ମିଳୁନି ଉଜ୍ଜଳା ଗ୍ୟାସ ଇଣ୍ଡିଆନ ଗ୍ୟାସ ବିକ୍ରି ଚଢା ଦରରେ

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ ଘୋଷଣା କରିବା ସହ ସଠିକ ମୁଲ୍ୟରେ ଲୋକଙ୍କୁ

Read more

ସରକାରଙ୍କ ନିୟମକୁ ଅଣଦେଖା କରାଯାଉଛି କମଳାପୁର ନାକା ପଏଂଟରେ

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଳକ ଦେଇ ପ୍ରତ୍ୟେକ ଦିନ ପରିବାର ଗାଡି, ରୁଟି ଗାଡି, ମେଡିସନ ଗାଡି, କିରାନି ସାମାନ, ଗ୍ୟାସ

Read more

କ୍ୱାରେଂନଟାଇନ ଗୃହରେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଂଚାୟତ ନିକଟସ୍ଥ ଲବାରିସଂ କନ୍ୟାଶ୍ରମରେ ହୋଇଥିବା କ୍ୱାରେଂନଟାଇନ ଗୃହରେ ୨ ଦିନ ପୂର୍ବେ

Read more

Advertisement

ଏବେ ଏବେ