ଲାୟନ୍ସ କ୍ଲବସ୍ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ସି୪ ତରଫରୁ ‘ଫନି’ ରିଲିଫ୍ ପ୍ରଦାନ

ଭୁବନେଶ୍ୱର,( ଯୁଗାବ୍ଦ ନ୍ୟୁଜ) : ଶନିବାର ଅପରାହ୍ନ ୩ ଘଟିକାରୁ ୬ ଘଟିକା ମଧ୍ୟରେ ଲାୟନ୍ସ କ୍ଲବସ୍ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨-ସି-୪ ଦ୍ୱାରା ‘ଫନି’ ମହାବାତ୍ୟାରେ କ୍ଷତିଗ୍ରସ୍ତ

Read more

କବିସୂର୍ଯ୍ୟନଗର ବିଧ।ନସଭ। ନିର୍ବ।ଚନ ମଣ୍ଡଳୀରୁ ବିଜୟୀ ହେଲେ ବିଜେଡ଼ିର ଲତିକ। ପ୍ରଧ।ନ

କୋଦଳ। :(ଗୁଲସନ୍ କୁମ।ର କର) ଗଂଜ।ମ ଜିଲ୍ଲ। କବିସୂର୍ଯ୍ୟନଗର ନିର୍ବ।ଚନ ମଣ୍ଡଳୀକୁ ବିଜେଡି ପୁଣି ଥରେ କବ୍ଜ।କୁ ନେଇଛି। ପୂର୍ବରୁ ଲଗ।ତ।ର ୨ ଥର ଭି ସୁଜ୍ଞ।ନ

Read more

ଫନି ବାତ୍ୟା ନିମନ୍ତେ ଏକ୍ସସିସ ବ୍ୟାଙ୍କ ବ୍ରହ୍ମପୁର ଶାଖା ତରଫରୁ ୨୦ଲକ୍ଷ ଟଙ୍କାର ସହାୟତା

ଛତ୍ରପୁର : ସାମୁଦ୍ରିକ ଝଡ଼ ଫନି ବାତ୍ୟାର ହୋଇଥିବା କ୍ଷତିଗ୍ରସ୍ତଙ୍କ ନିମନ୍ତେ ବହୁ ସଂଘ ଏବଂ ସଂସ୍ଥା ତରଫରୁ ବହୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏକ୍ସ

Read more

ଖଣ୍ଡା ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ): ପୈତୃକ ସଂପତ୍ତି ଆମ୍ବତୋଟାର ଭାଗିଦାରକୁ କେନ୍ଦ୍ରକରି ଶୁକ୍ରବାର ଅପରାହ୍ନ ୨ ଟାରେ ଗୋକର୍ଣ୍ଣପୁର ଗ୍ରାମର ଜଣେ ଯୁବକଙ୍କୁ ସଂଘ ବଦ୍ଧଭାବେ ଆକ୍ରମଣ

Read more

ଗୋଠଦା ମଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଉଦଯାପିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଗୋଠଦାରେ ସିଦ୍ଧ ମହାପୁରୁଷ ଶ୍ରୀ ଶ୍ରୀ ନୀଳକଂଠେଶ୍ୱର ଗୋସ୍ୱାମୀଙ୍କ ପୀଠରେ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବିଶ୍ୱଶାନ୍ତି ରୁଦ୍ର

Read more

ବ୍ରହ୍ମପୁର ଲୋକ ସଭା: ଚନ୍ଦ୍ରଶେଖରଙ୍କୁ ମିଳିଲା ବିଜୟୀ ପ୍ରମାଣପତ୍ର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଲୋକ ସଭା ଆସନରେ ବିଜୟୀ ବିଜେଡିର ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଛତ୍ରପୁରଠାରେ ରିଟର୍ନିଂ ଅଫିସର ତଥା ଡିଆରଡିଏ ପିଡି ଇ. ସିଦ୍ଧାର୍ଥ

Read more

ଲତିକା ଙ୍କୁ ମିଳିଲା ବିଜୟୀ ପ୍ରମାଣ ପତ୍ର

କବିସୂର‌୍ୟ୍ୟନଗର ବିଧାନସଭା : ଛତ୍ରପୁର: କବିସୂର‌୍ୟ୍ୟନଗର ବିଧାନସଭା ବିଜୟୀ ବିଜେଡ଼ି ର ଲାତିକା ପ୍ରଧାନ ଶୁକ୍ରବାର ଛତ୍ରପୁର ଠାରେ ରିଟର୍ଣ୍ଣିଙ୍ଗ ଅଫିସର ତଥା ଗଞ୍ଜାମ ଜିଲ୍ଲାର ଅତିରିକ୍ତ

Read more

ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ନବୀନ ପଟ୍ଟନାୟକ

ହିଂଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ବାଜି ଉଠିଛି ଶୁଭ ଶଙ୍ଖ ।

Read more

ବିଜୟ ମୁକୁଟ ପିନ୍ଧିଲେ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର , ( ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ନିର୍ବାଚନୀ ମଣ୍ଡଳରେ ଷଷ୍ଠଥର ପାଇଁ ବିଜୟ ଲାଭ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ବିକ୍ରମ କେଶରୀ

Read more

Advertisement

ଏବେ ଏବେ