ନାରୀ ଶକ୍ତି ପରିଚାଳନା କରିବେ ନିର୍ବାଚନ ବୁଥ୍ ଜିଲ୍ଲା ସ୍ତରରେ ବିଦ୍ଧିବଧ ତାଲିମ ପ୍ରକ୍ରିୟା ଆରମ୍ଭ

ଛତ୍ରପୁର ( ଯୁଗାବ୍ଦ ନୁଜ ) ; ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷିରେ ଗଞ୍ଚାମଜିଲ୍ଲାରେ କେତେକ ବୁଥ କୁ ସ୍ୱତନ୍ତ୍ର ଭାବେ ମହିଳା କର୍ମଚାରୀ ମାନେ ପରିଚାଳନା

Read more

ରସାୟନ ବିଜ୍ଞାନରେ ୫ ଓ ଧନ୍ଦାମୂଳକ ଶିକ୍ଷାରେ ଜଣେ ମାଲ ପ୍ରାକ୍ଟିସ

ବ୍ରହ୍ମପୁର (:ଯୁଗାବ୍ଦ ନ୍ୟୁଜ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଞ୍ଚାଳିତ ଯୁକ୍ତ ଦୁଇ ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ, ବାଣିଜ୍ୟ ସ୍ରୋତର ବି.ଏମ.ଏସ. (ବିଜିନେସ ମାଥମେଟିକ୍ସ ଆଣ୍ଡ

Read more

ଅନୁଗୁଳରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଅନୁଗୋଳ ଜୁଗାବ୍ଦ ନ୍ୟୁଜ୍‍): ମଙ୍ଗଳବାର ସ୍ଥାନୀୟ ୱାର୍ଡ ନଂ ୧୫, ରାଧାରମଣ ପଡ଼ାଠାରେ ଘରେ ଘରେ ଶ୍‍ଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଗୋଳର

Read more

ବିଳମ୍ଭିତ ରାତିରେ ଶପଥ ଗ୍ରହଣ କରିବେ ପ୍ରମୋଦ ସାଓô୍ନ୍ତ

ଗୋଆ ବିଧାନ ସଭାରେ ବାଚସ୍ପତି ପ୍ରମୋଦ ସାୱଂନ୍ତ ରାତି ଅଧରେ ମୁଖ୍ୟମନ୍ତ୍ୀ ଭାବେ ଶପଥ ଗ୍ରହଣ କରିବେ । ସୋମବାର ରାତିରେ ସେ ଶପଥ ଗ୍ରହଣ କରିବେ

Read more

ଓଡିଆ ସେଫ୍ ସାହାଜାନଙ୍କୁ ରୋପ୍ୟ ପଦକ

ନୂଆଦଲ୍ଲୀୁ ( ଯୁଗାବ୍ଦ ନ୍ୟୁଜ) : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ୧୪ ତମ ଭାରତୀୟ କୁଲିନାରୀ ଆର୍ଟ ୨୦୧୯ ଭାରତୀୟ ଆଞ୍ଚଳିକ ଖାଦ୍ୟ ବ୍ୟଞ୍ଜନ

Read more

ମନୋହର ପାରିକରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା

Read more

ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଭୋଟର ଭୋଟ ଦେବେ କାହାକୁ?

ପାରାଦ୍ୱୀପ – ଆସନ୍ତା ସଧାରଣ ନିର୍ବାଚନ ପାଇଁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଭୋଟରମାନେ ଭୋଟ ଦେବେ କାହାକୁ ଏବେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ

Read more

ହାଇକୋର୍ଟ ବାର୍ ଆେସାସିଏସନ୍ ପାଇଁ ନିର୍ବାଚନ

ହାଇକୋର୍ଟ ବାର୍ ଆ‌େସାସିଏସନ୍ ପକ୍ଷରୁ ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ମାର୍ଚ୍ଚ ୩୦ରେ କର୍ମକର୍ତ୍ତା ନିର୍ବାଚନ କରାଯିବ। ଏଥି ପାଇଁ ଆସୋସିଏସନ୍ ପକ୍ଷରୁ ବିଜ୍ଞପ୍ତି

Read more

୨୧ ଯାଏ ବର୍ଷା ସମ୍ଭାବନା !

ଆଜିଠୁ ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Read more

Advertisement

ଏବେ ଏବେ