ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ

ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତରେ ଭାରତ ସରକାରଙ୍କ ୧୨ ବର୍ଷ ଓ ଓଡିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ପ୍ରତି ପଞ୍ଚାୟତରେ ପାଳିତ ହେଉଛି ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ|  ପଞ୍ଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଦୁଇବର୍ଷ ପୂର୍ତ୍ତି ଅବସରରେ ଅଲଣା ଗ୍ରାମ ପଞ୍ଚାୟତର ହିତାଧିକାରୀ ସମ୍ମିଳନୀ  ଜୁନ ମାସ ୨୨ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅଲଣା ସରପଞ୍ଚ ଚନ୍ଦ୍ରମଣି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି |  ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନୋଡାଲ ଅଫିସର ରଶ୍ମି ତ୍ରିପାଠୀ , ପିଇଓ ବରଦା ପ୍ରସନ୍ନ ସାମଲ , ଏମବିକେ , ସିଆରପି  ଅଙ୍ଗନବାଡି କର୍ମୀ , ସହାୟିକା , ଇସି ମେମ୍ବର , ଏସଏଚଜି  ମହିଳା ମହାସଂଘର ସଭାନେତ୍ରୀ ସଂଯୁକ୍ତା ଦାସ  ଏବଂ ଜୀବିକା ମିଶନର କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ