ଅଣାରେ ଶାରଦୀୟ ଦୁର୍ଗା ପୂଜା 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଅଣା ଠାରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଏହି ପୂଜା ୫୯ବର୍ଷରେ ପାଦ ଥାପିଛି ।

Read more

Advertisement

ଏବେ ଏବେ