ଅନୁଦାନରୁ ବଂଚିତ ୧୧ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଭୋକ ଉପାସରେ ଦିନ କାଟୁଛନ୍ତି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟରେ୧୭୭ ଟି ଉଚ୍ଚ ବିଦ୍ୟାଳୟ ସରକାର ଅନୁଦାନରୁ ବଂଚିତ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୧ଟି ଉଚ୍ଚ ବିଦ୍ୟାଳୟ ସରକାରୀ ଅନୁଦାନ ପାଇବାରୁ ବଂଚିତ

Read more

Advertisement

ଏବେ ଏବେ