ଆସାମରେ ସାନ୍ନା ଧର୍ମ କୋଡ଼ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ନେଇ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ରାଇରଙ୍ଗପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗତ ଜାନୁଆରୀ ୩୧ ତାରିଖରେ ସାନ୍ନା ଧର୍ମ କୋଡ଼ ୨୦୨୧ ଜନଗଣନାରେ ସାମିଲ ଦାବି ନେଇ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ଓଡ଼ିଶା,ଆସାମରେ ବନ୍ଦ ଡାକରା
Read more


