ଓଡିଶାରେ ୨ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କୋଭିଡ୍ -୧୯ ଟିକାକରଣରେ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ବୁଧବାର ସୁଦ୍ଧା ରାଜ୍ୟରେ ଟିକାରଣ ୨ କୋଟି ପାର୍ କରିଛି ।

Read more

Advertisement

ଏବେ ଏବେ