ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘ ଉପସଭାପତି ନିର୍ବାଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ତଥା ବରିଷ୍ଠ ଆଡଭୋକେଟ ଧ୍ରୁବ ଚରଣ ଜେନା ଓଡିଶା ରାଜ୍ୟ ଆଇନଜିବୀ ସଙ୍ଘର ଉପସଭାପତି ଭାବେ ନିର୍ବାଚିତ

Read more

Advertisement

ଏବେ ଏବେ