ଓଡିଶା ର କାଶ୍ମୀର ଦାରିଙ୍ଗବାଡି ଝଲସିବ : ବାଲିଗୁଡାରୁ ଦାରିଙ୍ଗବାଡି ଯାଏଁ ହେବ ସୁନ୍ଦର ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର ଦାରିଙ୍ଗବାଡି ଝଲସିବ। ସୁନ୍ଦର ଓ ଉଜ୍ୱଳ ଆଲୋକୀକରଣ ହେବ। ରାସ୍ତାର ଦୁଇ ପାଶ୍ୱର୍ରେ ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା
Read more


