କଙ୍ଗାରୁ କୋର୍ଟ ଘଟଣା: ୭ଦିନ ଜଙ୍ଗଲରେ ରହିବା ପରେ ଘରକୁ ବାହୁଡିଲେ କ୍ୱାରାଣ୍ଟାଇନ୍ ଫେରନ୍ତା
ପାରଳାଖେମୁଣ୍ଡି, ୦୫ା୦୬(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକରେ କଙ୍ଗାରୁ କୋର୍ଟର ନିର୍ଦ୍ଦେଶକ୍ରମେ ୭ଦିନ ଜଙ୍ଗଲରେ ଜୀବନ ବିତାଇଥିବା ୭ଜଣ କ୍ୱାରାଣ୍ଟାଇନ୍ ଫେରନ୍ତା ଘରକୁ ଫେରିଥିବା ସୁଚନା
Read more


