‘କରୋନା’ ପିଡିତଙ୍କୁ ସାହାଯ୍ଯାର୍ଥେ ସହଯୋଗର ହାତ ବଢ଼ାଇଲା ରାଇରଙ୍ଗପୁରର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ ‘ଲିଟିଲ ଫ୍ଲାଓ୍ବାର ସ୍କୁଲ’
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମାନବ ସମାଜ ସମ୍ମୁଖରେ ଏକ ଅଦୃଶ୍ୟ ଶତ୍ରୁ ମହାମାରୀ ‘କରୋନା’ ଉଭା ହୋଇଛି ।ଧନି ଗରିବ କିଛି ମାନୁନି । ନିଃଶ୍ବାସକୁ ବିଶ୍ବାସ ନାହିଁ
Read more


