କୋଭିଡ-୧୯ ପରୀକ୍ଷଣ ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ଟେଷ୍ଟିଂ କିଟ ଉତ୍ପାଦନ ଲାଗି ଔଷଧ ଉଦ୍ୟୋଗଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଔଷଧ ପ୍ରସ୍ତୁତି ଉଦ୍ୟୋଗର ନେତୃବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି । କୋଭିଡ-୧୯ ଆହ୍ୱାନର ମୁକାବିଲା
Read more


