ଗଣିତ ଶିକ୍ଷକ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକଲେ ମହିଳା ଗୋଷ୍ଠୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ଅଥବା ସିବିଆଇ ତଦନ୍ତ କରାଯାଉ ବୋଲି କଣିଆରୀ ଗ୍ରାମର ମହିଳାମାନେ ଦାବି କରିଚନ୍ତି
Read moreହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ଅଥବା ସିବିଆଇ ତଦନ୍ତ କରାଯାଉ ବୋଲି କଣିଆରୀ ଗ୍ରାମର ମହିଳାମାନେ ଦାବି କରିଚନ୍ତି
Read more