ଜନ୍ମ ତାରିଖ ବଦଳାଇ ପାରିବେନି ସରକାରୀ କର୍ମଚାରୀ; ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଚାକିରିର ଶେଷ ପର୍ଯ୍ୟାୟରେ ଜନ୍ମ ତାରିଖରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଏହି ଆବେଦନକୁ ଗ୍ରହଣ କରାଯାଇପାରିବ ନାହିଁ

Read more

Advertisement

ଏବେ ଏବେ