ଜଳନିସ୍କାସନର ବ୍ୟବସ୍ଥା ନାହିଁ : ପାଣିଘେରରେ : ଯୋଗାଯୋଗ ବିଛିନ୍ନ

ହାଟଡିହି, (ବିକାଶ ବିଶ୍ୱାଳ) :-ବର୍ଷାପାଣି ନିସ୍କାସନ ହୋଇ ପାରୁନଥିବାରୁ ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ବଡତୀରା ଗାଁଟି ଆଜକୁ ୪ଦିନ ହେଲଶ ପାଣି ଘେରରେ ରହିଛି ।

Read more

Advertisement

ଏବେ ଏବେ