ଡିସେମ୍ବର ୪ରୁ ୮ ପର୍ଯ୍ୟନ୍ତ ଛତ୍ରପୁର ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ, ବଲିଉଡ ଓ ଓଲିଉଡ ତାରକାରେ ଝୁମିବେ ଦର୍ଶକ
ଛତ୍ରପୁର: ଡିସେମ୍ବର ୪ରୁ ୮ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ ହେବ । ୫ଦିନ ଧରି ଛତ୍ରପୁର ଷ୍ଟାଡିୟମରେ ତାମ୍ପରା ମହୋତ୍ସବ,
Read more


