ତାରିଣୀ ମନ୍ଦିର ପରିଚାଳନା କମିଟି ସଭାପତି ନରହରି ଜେନାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଛେନାପଦିଛକ ମା ବିଶ୍ୱତାରିଣୀ ମନ୍ଦିରର ପ୍ରତିଷ୍ଠାତା ତଥା ପରିଚାଳନା କମିଟି ସଭାପତି ନରହରି ଜେନାଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ