ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଂଜଳି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ୨୦୧୯ ଫେବୃୟାରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଜବାନ ସହିଦ ହୋଇଥିଲେ ।

Read more

Advertisement

ଏବେ ଏବେ