ଦୀର୍ଘଦିନ ଧରି ମୌଳିକ ସମସ୍ୟା ସମାଧାନ ନ କରିବା ପ୍ରତିବାଦ ଓ ସରକାରୀ ଅବହେଳାକୁ ନେଇ ଭୋଟ ଦେଲେନି ୫ ୱାର୍ଡବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ୫ ଗୋଟି ୱାର୍ଡବାସୀ ଭୋଟ ବର୍ଜନ କରିଛନ୍ତି. ବାରମ୍ବାର ବାରମ୍ବାର ନିବେଦନ ପରେ ସୁଦ୍ଧା ମୌଳିକ ସମସ୍ୟାର ସମାଧାନ ପାଇଁ
Read more


