ଦେଶଦ୍ରୋହ ଅଭିଯୋଗରେ ୩ ସାଉଦି ଯୁବରାଜ ଅଟକ

ରିୟାଦ୍‌: ସାଉଦି ଆରବରେ ୩ ଜଣ ରାଜ ପରିବାରର ସଦସ୍ୟଙ୍କୁ ଦେଶଦ୍ରୋହ ଅଭିଯୋଗରେ ଅଟକ ରଖାଯାଇଛି। ଏଥିରେ ଦୁଇ ଜଣ ବରିଷ୍ଠ ଯୁବରାଜ ମଧ୍ୟ ସାମିଲ୍‌ ଅଛନ୍ତି।

Read more

Advertisement

ଏବେ ଏବେ