ଧାନକ୍ରୟ ଅବ୍ୟବସ୍ଥା ପ୍ରତିବାଦରେ ବଜାର ବନ୍ଦ କଲେ ଚାଷୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଚଳିତ ବର୍ଷ ଖରିଫ ଧାନ କ୍ରୟରେ ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ଏନେଇ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।

Read more

Advertisement

ଏବେ ଏବେ