ନଭେମ୍ବର ୧୩ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ମାସ ୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳ ଗୁରୁବାର ଦିନ ବିଧାନସଭା ପାଇଁ ସମନ ଜାରି କରିଛନ୍ତି

Read more

Advertisement

ଏବେ ଏବେ