ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ର ଜିଲ୍ଲା ସ୍ଥରୀୟ ସମ୍ମିଳନୀ

କୁଚିଣ୍ଡା,(ଯୁଗାବ୍ଦ ନ୍ୟୁଜ୍‌): ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ରବିବାରକୁଚିଣ୍ଡା ମହାବିଦ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲା ସ୍ଥରୀୟ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

Read more

Advertisement

ଏବେ ଏବେ