ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ବିଶିଷ୍ଟ ରାଜନେତା ତଥା ପୂର୍ବତନ ସଦର ବିଧାୟକ ଗୋପନାରାୟଣ ଦାସ ଆକଳ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Read more

Advertisement

ଏବେ ଏବେ