ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କେଉଁଝରରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଡିଜିଙ୍କ ଉଦେଶ୍ୟରେ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗତ ରବିବାର କେଉଁଝର ଅଭିମୁଖେ ଯାଉଥିବା ସମୟରେ କେଉଁଝର ଟାଉନଥାନା ଅନ୍ତର୍ଗତ କାଶିପୁର ନିକଟରେ
Read more


