ବିଡ଼ିଓଙ୍କ ବଦଳି ଓ ସହକାରୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦାବିରେ ବ୍ଳକ ଅଧ୍ୟକ୍ଷା।ଙ୍କ ଧାରଣା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ବ୍ଲକ ବିଡ଼ିଓଙ୍କୁ ତୁରନ୍ତ ବଦଳି ଆଦେଶ ଦାବିରେ ତେଜୁଛି ଜନଅସନ୍ତୋଷ। ସେହିପରି ସହକାରୀ ଯନ୍ତ୍ରୀ ନିଯୁକ୍ତି ହୋଇନଥିବାରୁ ବାଧାପ୍ରାପ୍ତ ହେଉଛି ଉନ୍ନୟନମୂଳକ କାର୍ଯ୍ୟ।
Read more


