ଭାରତରେ ଦିନକୁ ୬୨ ପଦଚାରୀଙ୍କ ଜୀବନ ଯାଉଛି, ୪ ବର୍ଷରେ ୮୪% ବୃଦ୍ଧି

ନୂଆଦିଲ୍ଲୀ : ଭାରତୀୟ ସହର ଗୁଡ଼ିକରେ ରାସ୍ତା କଡ଼ରେ ଚାଲୁଥିବା ପଦଚାରୀମାନେ ସବୁବେଳେ ଅସୁରକ୍ଷିତ । ନିକଟ ଅତୀତରେ ପଦଚାରୀଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି

Read more

Advertisement

ଏବେ ଏବେ