ଭିସା ନିୟମର ଉଲ୍ଲଂଘନ କରିଛନ୍ତି ନିଜାମୁଦ୍ଦିନ ପ୍ରବକ୍ତା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ଶତାଧିକ ବିଦେଶୀ ପ୍ରବଚକ ଯୋଗ ଦେଇଥିବା ବେଳେ ଏହାଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।

Read more

Advertisement

ଏବେ ଏବେ